The Ultimate Managed Hosting Platform
ADVERTISEMENT

ବାଲ ସାହିତ୍ୟ ଓ ଯୁବ ପୁରଷ୍କାର ଘୋଷିତ

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ଓ ଯୁବ ପୁରଷ୍କାର ଘୋଷିତ । ରାଜକିଶୋର ପାଢୀ ପାଇବେ ଚଳିତ ବର୍ଷର ବାଲ ସାହିତ୍ୟ ପୁରସ୍କାର । କେତେ ଫୁଲ ଫୁଟିଛି ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢୀ । ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର । କଦମ୍ବ ବନ ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି । ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login