The Ultimate Managed Hosting Platform
ADVERTISEMENT

ଉଦଳାରେ ୨୫ ଝାଡାବାନ୍ତି ଆକ୍ରାନ୍ତ

Facebook
Twitter
LinkedIn

ଉଦଳା : ଉଦଳା ମେଡିକାଲରେ ୨୫ରୁ ଉଦ୍ଧ୍ୱର୍ ଝାଡାବାନ୍ତି ଆକ୍ରାନ୍ତ । ଉଦଳା ଆଖପାଖରେ ବ୍ୟାପୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ ଯାଜପୁରରେ ଡାଇରିଆ ଆତଙ୍କ ଖେଳାଇଛି । ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ କଲେରା ପଜିଟିଭ । ଏ ନେଇ ସୂଚନା ଦେଲେ ଯାଜପୁର ସିଡିଏମଓ । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲରୁ ପଜିଟିଭ ଚିହ୍ନଟ । ୨୧ ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲରୁ ୫ କଲେରା ପଜିଟିଭ । ଡାଇରିଆ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ସ୍ବତନ୍ତ୍ର ବୈଠକ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login