The Ultimate Managed Hosting Platform
ADVERTISEMENT

ସମୁଦ୍ର ଭିତରେ କଣ୍ଟେନର ଭର୍ତ୍ତି ଜାହାଜରେ ବିସ୍ଫୋରଣ

Facebook
Twitter
LinkedIn

କେରଳ : ସମୁଦ୍ର ଭିତରେ କଣ୍ଟେନର ଭର୍ତ୍ତି ଜାହାଜରେ ବିସ୍ଫୋରଣ । କେରଳ ଉପକୂଳରେ ସମୁଦ୍ର ଭିତରେ ବିସ୍ଫୋରଣ । ଜାହାଜଟି ସିଙ୍ଗାପୁରର , ପ୍ରାୟ ୫୦ କଣ୍ଟେନର ନେଇ ଯାଉଥିଲା । ବିସ୍ଫୋରଣ ଯୋଗୁଁ ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି । ୪ ଜଣ ନିଖୋଜ ହୋଇଛନ୍ତି । ଏହି ଜାହାଜରେ ମୋଟ ୨୨ ଜଣ କର୍ମଚାରୀ ରହିଥିଲେ । ଜାହାଜରେ ଥିବା କଣ୍ଟେନର ମଧ୍ୟରୁ ୨୦ଟି ସମୁଦ୍ର ମଧ୍ୟକୁ ଖସିପଡିଛି । ଜାହାଜରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା ଜାରି ରହିଛି ବୋଲି ଭାରତୀୟ ତଟରକ୍ଷା ବାହିନୀ ପକ୍ଷରୁ କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login