The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ

Facebook
Twitter
LinkedIn

ବୈପାରୀଗୁଡା : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ୨ ମୃତ, ଅନ୍ୟ ଜଣେ ଗୁରୁତର । କୋରାପୁଟ ବୈପାରୀଗୁଡା ବ୍ଲକ ମାଟିଖାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଅମିନ ସାନ୍ତା ଓ ଜିତୁ ଖିଲ । ଏକୋଇଶିଆ ଭୋଜି ପାଇଁ ରାମଗିରିରୁ ମାଂସ ନେଇ ଫେରିଲାବେଳେ ଦୁର୍ଘଟଣା ଘଟିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login