The Ultimate Managed Hosting Platform
ADVERTISEMENT

ପାରିବାରିକ ବିବାଦର କରୁଣ ପରିଣତି, ଦାଦାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ

Facebook
Twitter
LinkedIn

ଦେବଗଡ : କଳହ ଆଗରେ ସଂପର୍କ ତୁଚ୍ଛ । ସଂପର୍କ ଭୁଲିଗଲା ଦାଦା । ସାମାନ୍ୟ ପାରିବାରିକ ବିବାଦକୁ ନେଇ ନିଜ ଝିଆରୀକୁ ହତ୍ୟା କରିବାକୁ ବି ପଛାଇଲାନି ଦାଦା ।ସୂଚନା ଅନୁଯାୟୀ, ପରି ଅଭାବନୀୟ ଘଟଣା ଘଟିଛ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଝିଆରୀକୁ ଟାଙ୍ଗିଆରେ ହାଣିଦେଲା ଦାଦା । ଘଟଣାସ୍ଥଳରେ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ଭଇଁଷାଙ୍କ ୫ ବର୍ଷ ର ଶିଶୁ କନ୍ୟା ରୋଜାଲିନ ଭଇଁଷା । ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ । ହତ୍ୟାକାଣ୍ଡ ପରେ ଗ୍ରାମବାସୀମାନେ ଦାଦା ନାଗାର୍ଜୁନ ଭଇଁଷାକୁ ଅଟକ ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login