ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ-୧ ହାଟରେ ଏସଟିଏଫର ଚଢାଉ । ଡ୍ରଗ୍ସ ଇନସ୍ପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢାଉ । ଗୁଟଖା , ମାଦକଦ୍ରବ୍ୟର ଚୋରା କାରବାର ନେଇ ଚଢାଉ । ପାନ ମସାଲା ସହ ବେଆଇନ ନିକୋଟିନ ମିଶ୍ରଣ ଅଭିଯୋଗରେ ଚଢ଼ାଉ କରାଯାଉଛି । ଏକ ନମ୍ବର ହାଟରେ ଏକାଧିକ ଦୋକାନରେ ଚାଲିଛି ରେଡ୍ ।
Views: 52