The Ultimate Managed Hosting Platform
ADVERTISEMENT

ଆଇପିଏଲରେ ଆଜି ଫାଇନାଲ ଲଢେଇ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଇପିଏଲରେ ଆଜି ଫାଇନାଲ ମୁକାବିଲା । ପଞ୍ଜାବ କିଙ୍ଗସ ଓ ବେଙ୍ଗାଲୁର ମଧ୍ୟରେ ମହାଲଢେଇ । ୩ ବର୍ଷ ପରେ ମିଳିବ ନୂଆ ଚାମ୍ପିଅନ । କିଏ ମାରିବ ବାଜି ତାଉପରେ ସମସ୍ତଙ୍କ ନଜର ରହିଛି । ଫାଇନାଲ ଲଢେଇରେ RCBର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଫୋକସ ରହିବ ।
ସେପଟେ ଜବରଦସ୍ତ ଫର୍ମରେ ଅଛନ୍ତି ପଞ୍ଜାବ ଟିମ୍ ଅଧିନାୟକ ଶ୍ରେୟସ ଆୟାର । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ପୂର୍ବରୁ ଫାଇନାଲାରେ ଜାଗା ପକ୍କା କରିଛି ବେଙ୍ଗାଳୁରୁ । ପଞ୍ଜାବ ଟିମ ଅଧିନାୟକ ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ରହିଛନ୍ତି । କ୍ବାଲିଫାୟର-୨ରେ ଆୟରଙ୍କ ବିସ୍ଫୋରକ ଇନିଂସ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଛି । ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପର ୩୬ଥର ମୁହାଁମୁହିଁ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login