The Ultimate Managed Hosting Platform
ADVERTISEMENT

ଭୂସ୍ଖଳନରେ ୩ ଯବାନ ସହିଦ,୬ ଯବାନ ନିଖୋଜ

Facebook
Twitter
LinkedIn

ନୂଆଦିଲ୍ଲୀ : ସିକ୍କିମରେ ସେନା କ୍ୟାମ୍ପରେ ଭୂସ୍ଖଳନ । ୩ ଜଣ ଯବାନ ସହିଦ । ଭୂସ୍ଖଳନରେ ଆଉ ୬ ଯବାନ ନିଖୋଜ ସୂଚନା । ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଉତ୍ତର ସିକିମରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଭୂସ୍ଖଳନ ହୋଇଥିଲା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଅବିଶ୍ରାନ୍ତ ବର୍ଷା, ଭୂସ୍ଖଳନ ଓ ଖରାପ ପାଗ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୫ଶହରୁ ଅଧିକ ପର୍ୟ୍ୟଟକ ଫସି ରହିଛନ୍ତି। ଲାଚେନ ଓ ଲାଚୁଙ୍ଗ ଅଞ୍ଚଳରେ ଫସିରହିଛନ୍ତି ଏହି ପର୍ୟ୍ୟଟକ। ଭୂସ୍ଖଳନ ଯୋଗୁଁ ଉଭୟ ପଟରୁ ରାସ୍ତା ବନ୍ଦ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।.. ସେପଟେ ଅରୁଣାଚଳ ପ୍ରଦେଶରୁ ୧୪ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନାର ଯବାନ। ହେଲିକପ୍ଟର ଯୋଗେ ସମସ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login