The Ultimate Managed Hosting Platform
ADVERTISEMENT

ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶିତ

Facebook
Twitter
LinkedIn

ନୂଆଦିଲ୍ଲୀ : JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ରଜିତ ଗୁପ୍ତା ଚଳିତବର୍ଷ ଅଲ ଇଣ୍ଡିଆ ରାଙ୍କ ୧ ହାସଲ କରି ସମଗ୍ର ଦେଶରେ ଟପର ହୋଇଛନ୍ତି । ତାଙ୍କ ସହିତ କୋଟାର ଅନ୍ୟ ୪ ଜଣ ଛାତ୍ର ଟପର ରହିଛନ୍ତି । ଆଇଆଇଟି ଦିଲ୍ଲୀ ଜୋନର ରଜିତ ଟପ୍ପର ହୋଇଛନ୍ତି । ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ୧୮ ମଇରେ ଦେଶର ୨୨୪ ପରୀକ୍ଷା ସେଣ୍ଟରରେ ଆୟୋଜିତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login