The Ultimate Managed Hosting Platform
ADVERTISEMENT

ଘର ଭାଙ୍ଗିଲେ , ଧାନ ଫସଲ ଉଜାଡିଲେ

Facebook
Twitter
LinkedIn

କରଞ୍ଜିଆ : ଘର ଭାଙ୍ଗିଲେ , ଧାନ ଫସଲ ଉଜାଡିଲେ ହାତୀପଲ । ପୁଣି କରଞ୍ଜିଆ ବନଖଣ୍ଡରେ ୨୬ ଟିକିଆ ହାତୀପଲଙ୍କ ଉତ୍ପାତ । ୪ରୁ ୫ଟି ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କଲେ ହାତୀ । ପାଟଣା, ବରବେଡା , ତେଲିପୋଡା ଗାଁରେ ହାତୀପଲ ଆତଙ୍କ । ଏବେ ବଦଦେଉଳି ଗାଁ ଜଙ୍ଗଲରେ ଲୁଚି ରହିଛନ୍ତି ହାତୀପଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login