The Ultimate Managed Hosting Platform
ADVERTISEMENT

ଝାଡାବାନ୍ତିରେ ୪୦ରୁ ଅଧିକ ଆକ୍ରାନ୍ତ

Facebook
Twitter
LinkedIn

ଅନୁଗୁଳ : ଝାଡାବାନ୍ତିରେ ୪୦ରୁ ଅଧିକ ଆକ୍ରାନ୍ତ । ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ପୋଡାଗଡ ଗାଁ ନୂଆଁସାହିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ଗାଁରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ANM, ହେଲଥ୍ ସୁପରଭାଇଜରଙ୍କ ସହ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଚଳାଇଛନ୍ତି । ଝାଡ଼ାବାନ୍ତି ବ୍ୟାପିବାର ଦୁଇଦିନ ବିତିଯାଇଥିଲେ ମଧ୍ୟ କେଉଁ କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି କାରଣ ଅସ୍ପଷ୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login