ପୁରୀ : ପୁରୀ ରଥଯାତ୍ରାରେ ଏସଓଜି ଯବାନଙ୍କୁ ମୁତୟନ କରାଯାଇପାରେ। ସ୍ଵତନ୍ତ୍ର ରକ୍ଷକ ଗାଡ଼ିରେ ପାଞ୍ଚ ଜଣ STU କମାଣ୍ଡୋ ଯାଇପାରିବେ । ଏହି ସ୍ବତନ୍ତ୍ର ଗାଡ଼ି ବୁଲେଟ ପ୍ରୁଫ ସହ ଲାଇଟ୍ ମେସିନ ଗନ୍ ମଧ୍ୟ ଥାଏ । କୌଣସି ଆତଙ୍କ ପରିସ୍ଥିତିରେ STU ଏହାକୁ ବ୍ୟବହାର କରିପାରେ । ଯେ କୌଣସି ସମ୍ଭାବ୍ୟ ଆତଙ୍କ ପରିସ୍ଥିତିର ମୁକାବିଲା କରିପାରିବେ ଏହି କମାଣ୍ଡୋ । ଅପରେସନ ସିନ୍ଦୂର ପରେ ବଢିଛି ଓଡ଼ିଶା ସୁରକ୍ଷା ଚିନ୍ତା । ବିଶେଷ କରି ପୁରୀର ସୁରକ୍ଷା ଏବେ କଡା କଡି କରାଯାଇଛି । ଜ୍ୟୋତି ମଲହୋତ୍ରା ଓ ତାଙ୍କ ବାନ୍ଧବୀ ପୁରୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଭିଡିଓ କରିଥିଲେ । ରାଜ୍ୟରେ ରହିଛି ସ୍ପେଶାଲ ଟାକଟିକଲ ୟୁନିଟ ବା STU । ଏଥିରେ ରହିଛନ୍ତି ଏସଓଜି ର ବଛା ବଛା ଯବାନ । ନକ୍ସଲ ବିରୋଧୀ ଅଭିଯାନରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଏହି ଏସଓଜି ଯବାନ । ସ୍ୱତନ୍ତ୍ର ସ୍ୱୟଂ ଚଳିତ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଚଳାଇବାର କ୍ଷମତା ଅଛି । ଅର୍ବାନ ଟେରୋରିଜମକୁ ମୁକାବିଲାରେ ଏମାନେ ବେଶ୍ ସିଦ୍ଧହସ୍ତ । ସହରାଞ୍ଚଳ ରେ ଆତଙ୍କି ହମଲାକୁ ପ୍ରତିହତ କରିପାରିବେ ଏହି କମାଣ୍ଡୋ । ଭିଭିଆଇପିଙ୍କୁ ଅପହରଣ କରାଗଲେ ତୁରନ୍ତ ମୁକୁଳାଇପାରିବେ ।
ଏଥର ରଥଯାତ୍ରାରେ ମୁତୟନ ହେବେ ଏସଓଜି ଯବାନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







