ଭୁବନେଶ୍ୱର : ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗରେ ବର୍ଷିଲେ ଜୟନାରାୟଣ । ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ । ବିଜେଡି ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି । ବିଜେଡି ନିଜ ବିଜୟ ପାଇଁ ସେମାନଙ୍କୁ ସାହାଯ୍ୟ କରିଛି । ଦିନ ଆସିବ ଓଡିଶା ସଂଖ୍ୟା ଲଘୁ ହୋଇଯିବ । ବେଳ ଥାଉ କିଛି ବ୍ୟବସ୍ଥା କରିବାକୁ ପଡିବ ।
Views: 28