ଭୁବନେଶ୍ୱର : ଦଳରେ ବରିଷ୍ଠ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ ବେହେରା । ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ପ୍ରତିକ୍ରିୟା । ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡା, କିନ୍ତୁ ଅଣଦେଖା କରାଯାଉଛି । ନିର୍ବାଚନରେ ଯାହାର ଫଳ ଭୋଗିଲା ବିଜେଡି । ନିର୍ବାଚନ ପରିଚାଲନାରେ ତ୍ରୁଟି ପାଇଁ ହାରିଲା ବିଜେଡି । କେଉଁମାନେ ପରିଚାଳରା କରୁଥିଲେ ସମସ୍ତଙ୍କୁ ଜଣା । ଲୋକେ ନିର୍ବାଚନରେ ଉଚିତ ଜବାବ ଦେଲେ । ବିଜେଡି ଯୁବ ବର୍ଗଙ୍କୁ ସୁଯୋଗ ଦେଉ, ହେଲେ ଅଭିଜ୍ଞଙ୍କ ପରାମର୍ଶକୁ ଅଣଦେଖା ନକରୁ ବୋଲି କହିଛନ୍ତି ଶଶୀ । ୨୦୨୪ରେ ବିଜେଡି କାହିଁକି ହାରିଲା, ତାର ସମୀକ୍ଷା ହେବା ଦରକାର ବୋଲି ବି ସେ କହିଛନ୍ତି ।
Views: 52