The Ultimate Managed Hosting Platform
ADVERTISEMENT

ବୋଲେରୋ ଓଲଟି ୨ ଗୁରୁତର

Facebook
Twitter
LinkedIn

ବାସୁଦେବପୁର : ରାସ୍ତାକଡକୁ ଓଲଟି ପଡିଲା ବୋଲେରୋ । ବୋଲେରୋ ଓଲଟି ୨ ଗୁରୁତର , ୧୦ ଜଣ ଆହତ ହୋଇଛନ୍ତି । ବାସୁଦେବପୁର-ଜାମୁଝଡି ରାସ୍ତା ବେତଡା ନିକଟରେ ଦୁର୍ଘଟଣା ଘଟିଛି । ଚୂଡ଼ାମଣି ହାଟ ନିକଟରୁ ବୁଦ୍ଧିରାମ ବିଶ୍ୱାଳଙ୍କ ଝିଅର ଚତୁର୍ଥୀ ଭାର ନେଇ ବୋଲେରୋରେ ରାଜକନିକା ଓଳାଭର ଯାଇଥିଲେ । ଚତୁର୍ଥୀ ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ବେତଡା ଛକ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ି ନୟନଜୋରୀକୁ ଓଲଟି ପଡ଼ିଥିଲା । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login