The Ultimate Managed Hosting Platform
ADVERTISEMENT

ବଜ୍ରାଘାତରେ ଚାଲିଗଲା ୩ ଜୀବନ

Facebook
Twitter
LinkedIn

ଲକ୍ଷ୍ମୀପୁର : ବଜ୍ରାଘାତରେ ଚାଲିଗଲା ୩ ଜୀବନ । ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ଜୀବନ ଯାଇଛି । ଓଡିଆପେଣ୍ଟ ପଞ୍ଚାୟତ ପର୍ଡିଗୁଡା ଗାଁରେ କାଳ ସାଜିଲା କାଳବୈଶାଖୀ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର । ବଜ୍ରାଘାତରେ ଏକାଧିକ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login