ବଲାଙ୍ଗୀର : ଜଙ୍ଗଲରେ ମାଓ କ୍ୟାମ୍ଫ ଠାବ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଖପ୍ରାଖୋଲ ଓ ତୁରେକେଲା ଥାନା ଅଞ୍ଚଳରେ ମାଓକ୍ୟାମ୍ଫ ଠାବ । ଗନ୍ଧମାର୍ଦ୍ଦନ ପାହାଡ ଓ ଛତରହାଣ୍ଡି ଜଙ୍ଗଲରେ ସର୍ଚ୍ଚ ବେଳେ ଠାବ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ବିପୁଳ ମାଓସାମଗ୍ରୀ ଜବତ । ପାହାଡ ଉପରେ ମାଓ କ୍ୟାମ୍ପ ଚାଲୁଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ମାଓବାଦୀ । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ବଲାଙ୍ଗିର SP ସୂଚନା ଦେଇଛନ୍ତି ।
Views: 28