The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସକୁ ଖୋଲା ଛଡାଯାଇଛି -ମୁଖମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଦୁର୍ନୀତି ନେଇ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କହିଲେ ମୁଖ୍ୟମନ୍ତ୍ରୀ । ଭିଜିଲାନ୍ସକୁ ଖୋଲା ଛଡାଯାଇଛି , ସଜାଗ ରୁହ । ଆମେ ଦେଖିଛୁ ଭୂତ ଘର, ଭୂତ ପାଇଖାନା । ନିଜେ ସଜାଗ ହୁଅନ୍ତୁ , ପାଖ ଅଧିକାରୀଙ୍କୁ ସଜାଡି ଦିଅନ୍ତୁ ।
ଅନ୍ୟପଟେ ସିଡିଓ ଓ ବିଡିଓ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ । ସେକାଳ ପଖାଳ ଆଉ ନାହିଁ , ଆପଣଙ୍କୁ ଯଥେଷ୍ଟା କ୍ଷମତା ଦିଆଯାଇଛି । କାହା ଚାପରେ କାମ କରିବେନି , ଲୋକଙ୍କ କାମ କରିବେ । ମୋ ଛୋଟ ବ୍ରେନରେ ସବୁ ସେଭ ହୋଇ ରହିଛି । ଯଦି ପୁରୁଣା ଅଭ୍ୟାସ ରଖିବେ କିଏ କ୍ଷମା ଦେବ ଆପଣଙ୍କୁ । ମୁଁ କ୍ଷମା ଦେବନି , ଆମ ଲାଇନରେ ସେଟଅପ ହେବାକୁ ପଡିବ । ମୁଁ ଆଦିବାସୀ ଲୋକ , ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ । ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିମୋର୍ଟ କାର୍ଡ ମଗାଯିବ । ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି । ଆଶା କରୁଛି ଏହାକୁ ସୁଧାରି ନେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login