ନୂଆଦିଲ୍ଲୀ : ବିଭିନ୍ନ ଭାରତୀୟ ସହରରେ ତୁର୍କୀକୁ ବ୍ୟାନ ଟ୍ରେଣ୍ଡ ଆରମ୍ଭ । ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନ ପାଇଁ ବିରୋଧ । ଅପରେସନ ସିନ୍ଦୂର ବେଳେ ତୁର୍କୀ ପାକିସ୍ତାନକୁ ଡ୍ରୋନ ଦେଇଥିଲା । ତୁର୍କୀରୁ ଆସୁଥିବା ସେଓକୁ ବୟକଟ କଲେ ପୁଣେ ସହରବାସୀ । ଏହା ଦ୍ୱାର ୧ ହଜାରରୁ ୧୨ ଶହ କୋଟି କ୍ଷତି ସହିବ ତୁର୍କୀ । ଆର୍ଥିକ ଚାପ ପାଇଁ ନୁହେଁ ସୈନ୍ୟଙ୍କ ମନୋବଳ ବୃଦ୍ଧି ପାଇଁ ବୟକଟ । ବୟକଟରେ ସାମିଲ ହେଲେ ଉଭୟ କ୍ରେତା ଓ ବିକ୍ରେତା ।
Views: 24