The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଜଗିବ ଆର୍ମଡ ଭେଇକିଲ, ସୁରକ୍ଷା ସମୀକ୍ଷା କଲେ ଡିଜିପି

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ ଭେଇକିଲ । ଶ୍ରୀମନ୍ଦିର ସାମ୍ନାରେ ମୁତୟନ ହେଲା ଆର୍ମଡ ଭେଇକିଲ । ସୁରକ୍ଷା ଅନୁଧ୍ୟାନ କଲେ ନିଜେ ଡିଜିପି ୱାଇବି ଖୁରାନିଆ । ଏଥି ସହ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ଅନୁଧ୍ୟାନ କଲେ । ସୁରକ୍ଷା ଶୃଙ୍ଖଳିତ ଦର୍ଶନ , ଟ୍ରାଫିକ ବ୍ୟବସ୍ଥା ନେଇ ବୈଠକ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହାସହ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login