ଭୁବନେଶ୍ୱର ; ଅପରେସନ ସିନ୍ଦୂରକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସୂଚନା । ଭାରତୀୟ ସେନା ଅପରେସନ ସିନ୍ଦୂରକୁ ସଫଳ କରିଛନ୍ତି । ଆତଙ୍କବାଦୀଙ୍କ ଠିକମାକୁ ମାଟିରେ ମିଶାଇଲା ସେନା । ଆତଙ୍କବାଦୀଙ୍କୁ ନେଇ ପାକିସ୍ତାନର ମିଛ ଧରାପଡିଥିଲା । ପାକିସ୍ତାନ ଆହୁରି ଭୋଗିବ କହିଲେ ସମ୍ବିତ ପାତ୍ର । ପହଲଗାମ ହମଲାର ଜବାବ ଦିଆଯିବ କହିଥିଲେ ପ୍ରଧାନମନ୍ତ୍ରୀ । କଳ୍ପନା ବାହାରେ ପ୍ରତିଶୋଧ ନିଆଯିବ କହିଥିଲେ ତାହା କରି ଦେଖାଇଲେ । ମାଟିରେ ମିଶାଇବା ସହ ଘରେ ପଶି ମାରିବେ କହିଥିଲେ ପ୍ରଧାନମନ୍ତ୍ରୀ ।
Views: 76