ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ କଡା ଚେତାବନୀ । ସାମରିକ ଲକ୍ଷ୍ୟ ପୂରଣ ହୋଇଛି କହିଲେ ମୋଦି । ଅପରେସନ ସିନ୍ଦୂରରେ ୩ଟି ଲକ୍ଷ୍ୟ ପୂରଣ । ବାହାବ୍ୱଲପୁର, ମୁର୍ଦ୍ଦିକେ, ମୁଜାଫରବାଗ କ୍ୟାମ୍ପ ମାଟିରେ ମିଶିଛି । ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର ଆତଙ୍କବାଦ ସହ ଜଡିତ । ସୀମା ପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ବାତିଲ କାଏମ । ମନୋସ୍ତାତ୍ତ୍ୱିକ ବିଜୟ-ଘରେ ପଶି ମାରିଲୁ । ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ ସଫଳତା ।
ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବୈଠକ ଶେଷ। ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ପାକିସ୍ତାନ ଯୁଦ୍ଧ ବିରାମ ଭାଙ୍ଗିଲେ ହେବ ବଡ଼ କାର୍ୟ୍ୟାନୁଷ୍ଠାନ । ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ । ପ୍ରତିଆକ୍ରମଣ ପାଇଁ ୱେଷ୍ଟର୍ଣ୍ଣ ବର୍ଡର କମାଣ୍ଡରଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଆଜି ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।
Views: 64