The Ultimate Managed Hosting Platform
ADVERTISEMENT

ସରିନି ଅପରେସନ ସିନ୍ଦୂର -ଆଇଏଏଫ

Facebook
Twitter
LinkedIn

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ନେଇ ଆଇଏଏଫର ବଡ ସୂଚନା । ଅପରେସନ ସିନ୍ଦୂର ସରିନି କହିଲା ଆଇଏଏଫ । ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ କରୁଛି । ସମନ୍ୱିତ, ସୁଚିନ୍ତିତ ଭାବେ ଅପରେସନ ଚାଲିଛି । ଆନୁମାନିକ ଓ ଅସତ୍ୟ ଖବର ଠାରୁ ଦୂରେଇ ରୁହନ୍ତୁ । ସଠିକ ସମୟରେ ଏ ନେଇ ଅବଗତ କରାଯିବ ।
ତିନି ସେନାମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ବାସଭବନରେ ଆଲୋଚନା କରିଛନ୍ତି । ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ୍ ‘ସିନ୍ଦୂର’କୁ ଅସ୍ତ୍ରବିରତି ପରର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଏନଏସଏ ଅଜିତ୍ ଡୋଭାଲ, ସିଡିଏସ ଅନୀଲ ଚୌହାନ ଉପସ୍ଥିତ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login