The Ultimate Managed Hosting Platform
ADVERTISEMENT

ଜାମ୍ମୁ କାଶ୍ମୀରରେ ଏସଆଇଏର ରେଡ

Facebook
Twitter
LinkedIn

ଜମ୍ମୁ : ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏସଆଇଏର ରେଡ । ସୋଫିଆନ,କୁଲଗାମ, ପୁଲବାମା, ଅନନ୍ତନାଗରେ ରେଡ । ଏସଆଇଏ-ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସିର ରେଡ । ଆତଙ୍କୀ ଆକ୍ରମଣ ଘଟଣାରେ ଛାନବିନ୍ ଚଳାଇଛି ଏସଆଇଏ। ସେହିପରି ଅସ୍ତ୍ରବିରତି ପରେ ସୀମାରେ ଧିରେ ଧିରେ ସୁଧୁରୁଛି ସ୍ଥିତି। ରଜୌରୀ, ଅମୃତସର, ଶ୍ରୀନଗର ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଉଡୁନି ଡ୍ରୋନ। ସ୍ଥିତିକୁ ନଜରରେ ରଖି ଆଲର୍ଟରେ ରହିଛନ୍ତି ଭାରତୀୟ ଯବାନ। ଗତକାଲି ଅସ୍ତ୍ରବିରତି ପରେ ପୁଣିଥରେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login