The Ultimate Managed Hosting Platform
ADVERTISEMENT

Operation Sindoor 2.0 :ଚଣ୍ଡିଗଡରେ ବାଜିଲା ଯୁଦ୍ଧ ସାଇରନ,ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

Facebook
Twitter
LinkedIn

ନୂଆଦିଲ୍ଲୀ : ପଞ୍ଜାବ ଚଣ୍ଡିଗଡରେ ବାଜିଲା ଯୁଦ୍ଧ ସାଇରନ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଘରର ବାଲକୋନୀ ଠାରୁ ଦୂରରେ ରହିବାକୁ ପରାମର୍ଶ । ଘଟଣା ଉପରେ କଡା ନଜର ରଖିଛି ଭାରତୀୟ ସେନା । ସକ୍ରିୟ ହେଲା ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍ କରିଛି ପ୍ରଶାସନ । ଅନ୍ୟପଟେ ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ, ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପିଓକେରେ ପଶି ଅପରେସନ କରିଥିଲା ଭାରତୀୟ ସେନା । ଡ୍ରୋନ୍ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । କିନ୍ତୁ ୫୦ରୁ ଅଧିକ ଡ୍ରୋନ୍ ଖସାଇ ଦେଇଥିଲା ଭାରତୀୟ ସେନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login