ନୂଆଦିଲ୍ଲୀ : ପହଲଗାମ ଆକ୍ରମଣକୁ ୟୁରୋପୀୟ ସଂଘର କଡା ନିନ୍ଦା । ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର କଡା ଭାଷାରେ ନିନ୍ଦା କଲେ । ନାଗରିକଙ୍କୁ ସୁରକ୍ଷା ଦେବା ସବୁ ରାଷ୍ଟ୍ରର କର୍ତ୍ତବ୍ୟ । ଭାରତ-ପାକିସ୍ତାନ ଉତ୍ତେଜନାକୁ ଚିନ୍ତା ପ୍ରକଟ କଲା ଇୟୁ । ୨ ରାଷ୍ଟ୍ରକୁ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ କହିଲା । ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ଉତ୍ତେଜନା ।
ଅନ୍ୟପଟେ ଅପରେସନ ସିନ୍ଦୂରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଂଶସା । ପାକିସ୍ତାନ ଭିତରେ ୯ ଆତଙ୍କୀ ଠିକଣାକୁ ନଷ୍ଟ କରାଯାଇଛି । ଲକ୍ଷ୍ୟଭେଦ ଏତେ ସଠିକ ଯାହାକି କଳ୍ପନା ବାହାରେ । ଉନ୍ନତମାନର ଯୁଦ୍ଧାସ୍ତ୍ର ପାଇଁ ଲକ୍ଷ୍ୟଭେଦ ସଫଳ । ଆକ୍ରମଣରେ ବହୁମାତ୍ରା ଆତଙ୍କବାଦୀ ମରିଛନ୍ତି । ଆକ୍ରମଣରେ କୈାଣସି ବି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନି । ଆମ ସାର୍ବଭୈାମତ୍ୱ କେହି ଚ୍ୟାଲେଞ୍ଜ କରିପାରିବେନି । କେହି ଦୁଃସାହାସ କଲେ ଦଶା ଭୋଗିବାକୁ ପ୍ରସ୍ତୁତ ରୁହ । ସେନାକୁ ହୃଦୟରୁ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶତ୍ରୁଙ୍କ ବିରୋଧରେ ସୌର୍ୟ୍ୟ ଦେଖାଇଲେ ଭାରତୀୟ ସେନା । କହିଲେ, ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି । ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି ରହିଛି । ଜୟ ହିନ୍ଦ ଜୟ ହିନ୍ଦ୍ ।
ପହଲଗାମ ଆକ୍ରମଣକୁ ୟୁରୋପୀୟ ସଂଘର କଡା ନିନ୍ଦା

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...