The Ultimate Managed Hosting Platform
ADVERTISEMENT

ପାଟଣାଗଡ ପାର୍ସଲ ବୋମା ଘଟଣାରେ ଘୁଞ୍ଚିଲା ଆର୍ଗୁମେଣ୍ଟ ତାରିଖ

Facebook
Twitter
LinkedIn

ପାଟଣାଗଡ : ପାର୍ସଲ ବୋମା ଘଟଣାର ଘୁଞ୍ଚିଲା ଆର୍ଗୁମେଣ୍ଟ ତାରିଖ । ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ବିଚରାଧୀନ କଏଦୀ ଭାବେ ରଖାଯାଇଛି । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କେସ ବିଚାରାଧୀନ ଥିବା ବେଳେ ସରକାରୀ ପକ୍ଷରୁ ୬୨ ଜଣ ସାକ୍ଷୀ ଓ ପୁଞ୍ଜିଲାଲଙ୍କ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଯାଇଛି । ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଦୁଇ ପକ୍ଷ ଓକିଲଙ୍କ ସହମତିରେ ଆର୍ଗୁମେଣ୍ଟ ପାଇଁ ଦିନ ଧାର୍ୟ୍ୟ କରାଯାଇଥିଲା । କୌଣସି କାରଣ ବଶତଃ ଆର୍ଗୁମେଣ୍ଟ ତାରିଖକୁ ଦୁଇ ଓକିଲଙ୍କ ସହମତିରେ ଆସନ୍ତା ୯ ତାରିଖକୁ ରଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login