ପୁରୀ : ଦୀଘା ଜଗନ୍ନାଥ ମନ୍ଦିର “ଜଗନ୍ନାଥ ଧାମ” ନୁହେଁ । ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଜଗନ୍ନାଥ ଧାମ , ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀ କ୍ଷେତ୍ର କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା । ଶ୍ରୀ ବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୈାଣସି ଧାତୁ ବା ଶୀଳାରେ ନିର୍ମାଣ ବାରଣ । ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳଧାମ ମଧ୍ୟ ଦିଆଯାଇ ପାରିବନି । ଅନ୍ୟ କୌଣସିଠାରେ ସମର୍ପିତ ନୈବେଦ୍ୟ ‘ଶ୍ରୀମହାପ୍ରସାଦ’ ନୁହେଁ । ଶ୍ରୀଜଗନ୍ନାଥ ଧାମ ପୁରୀ ମୀଳପୀଠର ଗୈାରବମୟ ଐତିହ୍ୟ ଅକ୍ଷୁର୍ଣ୍ଣ ରଖନ୍ତୁ ।
Views: 65