ଭୁବନେଶ୍ୱର : ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ ସୂଚନା । ଆଇନମନ୍ତ୍ରୀଙ୍କ ତଦନ୍ତ ନିଦେ୍ର୍ଦଶ ଅନୁଯାୟୀ ନୋଟିସ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବା ସମ୍ଭାବନା ।ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ହୋଇପାରେ ପଚରାଉଚରା । ଦାରୁ ଗୃହର ଚାବି କାହା ପାଖରେ ଥିଲା , କେତେ ଦାରୁ ଥିଲା ପଚରାଯିବ । କାଲି ପୂର୍ବର୍ାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା । ଏ ନେଇ ରାମକୃଷ୍ଣ ଦାସ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଦୀଘାର ଭବ୍ୟ ମନ୍ଦିରକୁ ନେଇ ଏବେ ଭାରି ଚର୍ଚ୍ଚା । ଜଗନ୍ନାଥ ମନ୍ଦିର କେଉଁଠି ବି ହେବ, କେଉଁଠି ବି ବିଗ୍ରହ ପୂଜା ପାଇବେ ସେନେଇ କୌଣସି ଦ୍ବନ୍ଦ୍ବ ନାହିଁ । ହେଲେ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ ପୁରୀ ଧାମ କହିବା ପରେ ଏବେ ପ୍ରବଳ ଆକ୍ରୋଶ ସାଙ୍ଗକୁ ଅସନ୍ତୋଷ । ଖାସ କରି ସେଠାରେ ଥିବା ଦାରୁ ବିଗ୍ରହ ପୁରୀର ନବକଳେବଳରେ ବଞ୍ଚିତ କାଠରୁ ତିଆରି ହୋଇଥିବା କଥା ଜଣାପଡ଼ିବା ପରେ ବିବାଦ ବଢିଛି । ଦୀଘା ମନ୍ଦିରକୁ ନେଇ ପୂରା ଓଡ଼ିଶାରେ ବିବାଦ ଘନେଇବାରେ ଲାଗିଛି । କାରଣ ମନ୍ଦିର ନିର୍ମାଣକୁ ଆଦୌ ବିରୋଧ ନୁହେଁ ବରଂ ଧାମକୁ ନେଇ ବିବାଦ । ଶାସ୍ତ୍ରରେ ପୂରା ଭାରତ ବର୍ଷରେ ୪ ଧାମ ରହିଥିବା ବେଳେ ଦୀଘା କେମିତି ଜଗନ୍ନାଥ ଧାମ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ଅଦିନିଆ କେମିତି ତିନିରଥର ନିର୍ମାଣ ହେଲା ତାହା ବି ପ୍ରଶ୍ନ ଘେରରେ ରହିଛି ।
ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ନୋଟିସ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











