The Ultimate Managed Hosting Platform
ADVERTISEMENT

ପୁଣି ମାତିଲେ ହାତୀ : ଆତଙ୍କିତ ଲୋକେ

Facebook
Twitter
LinkedIn

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୧୫ ଟିକିଆ ହାତୀପଲ ଆତଙ୍କ । ବୈତରଣୀ ନଦୀ ପାର ହୋଇ ଗାଁ ମୁହାଁ ଜଙ୍ଗଲୀ ହାତୀ । ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଚମ୍ପୁଆ ବନଖଣ୍ଡର ରେଙ୍ଗାଲଗୋଡା, ମୟୁରଭଞ୍ଜ ଜିଲ୍ଲାର ଆଦପୁର ଗାଁ ଦେଇ ଘରମାବେଡା ଗାଁ ଜଙ୍ଗଲକୁ ଆସିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ହାତୀପଲରେ ୨୩ଟି ହାତୀ ଥିବା ବେଳେ କିଛି ହାତୀ ଚମ୍ପୁଆ ବନଖଣ୍ଡର ପଦ୍ମପୁର ନିକଟରେ ଥିବା ଆମ୍ବ ବଗିଚାରେ ଡେରା ପକାଇଛନ୍ତି । ସେହିପରି ୧୫ ଟିକିଆ ହାତୀ ପୋଲ କରଞ୍ଜିଆ ବନଖଣ୍ଡର ଘରମା ବେଡା ଗାଁ ଜଙ୍ଗଲରେ ଥିବା ବେଳେ ଆଖପାଖ ୧୫ରୁ ଅଧିକ ଗାଁର ଲୋକ ହାତୀ ଭୟରେ ଆତଙ୍କିତ ଅଛନ୍ତି । ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login