The Ultimate Managed Hosting Platform
ADVERTISEMENT

ଗୋଆରେ ଦଳଚକଟା : ୭ ମୃତ, ୫୦

Facebook
Twitter
LinkedIn

ଗୋଆ : ଧାର୍ମିକ ଯାତ୍ରାରେ ଦଳଚକଟା । ୭ ଜଣଙ୍କର ଚାଲିଗଲା ଜୀବନ । ୫୦ରୁ ଉଦ୍ଧ୍ୱର୍ ଗୁରୁତର । ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ବେଳେ ଅଘଟଣ । ୫୦ରୁ ଅଧିକ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଅନେକଙ୍କ ଅବସ୍ଥା ସଂକଟାପନ୍ନ , ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ଗୁରୁତର ଆହତମାନଙ୍କୁ ଗୋଆ ମେଡିକାଲ କଲେଜରେ ଆଡମିଟ୍ କରାଯାଇଛି । ଆଉ କିଛି ଆହତଙ୍କୁ ଉତ୍ତର ଗୋଆ ମାପୁସା ସ୍ଥିତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ ।
ଘଟଣା ସୂଚନା ପାଇ ଗୋଆ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି । ତେବେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ତେବେ ଭିଡ଼ ଅଧିକ ହେବା କାରଣରୁ ଉଚିତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login