The Ultimate Managed Hosting Platform
ADVERTISEMENT

ନିଜ ନାଗରିକଙ୍କୁ ନେଉନି ପାକିସ୍ତାନ !

Facebook
Twitter
LinkedIn

ନୂଆଦିଲ୍ଲୀ : ନିଜ ନାଗରିକଙ୍କୁ ନେବା ପାଇଁ ପାକିସ୍ତାନ ଅମଙ୍ଗ । ଅଟ୍ଟାରୀ ବର୍ଡରରେ ଅଟକି ରହିଛନ୍ତି ଅନେକ ପାକିସ୍ତାନୀ । ଭାରତରୁ ବିଦା ହେବା ପରେ ବର୍ଡରରେ ଅଟକି ରହିଛନ୍ତି । ୱାଘା ଗେଟ ଖୋଲୁ ନାହାନ୍ତି ପାକିସ୍ତାନୀ ଅଧିକାରୀ । ଆଜି ସକାଳ ଠାରୁ ଭାରତରେ ରହୁଥିବା ଜଣେ ବି ପାକିସ୍ତାନୀ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିପାରିନାହାଁନ୍ତି । ସେପଟେ ଭାରତ ସ୍ପଷ୍ଟ କରିଛି କି, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । ଭାରତର ଏଭଳି ନିଷ୍ପତ୍ତି କେବଳ ରାଜନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ରକ୍ଷାର ଏକ ମିଶାଲ ଅଟେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ୟ୍ୟନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login