The Ultimate Managed Hosting Platform
ADVERTISEMENT

ନଦୀରେ ବୁଡିଗଲେ ୬ ଭାଇ ଭଉଣୀ

Facebook
Twitter
LinkedIn

ଗୁଜୁରାଟ : ନଦୀରେ ବୁଡି ୬ ଭାଇ ଭଉଣୀଙ୍କ ମୃତ୍ୟୁ । ଖେଡା ଜିଲ୍ଲା କାନିଜ ଗାଁ ନିକଟ ମେସୋ ନଦୀରେ ବୁଡି ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ଏହି ଅଘଟଣରେ ୬ଜଣଙ୍କ ଜୀବନହାନୀ ଘଟିଛି । ସେଥିରୁ ୪ଜଣ ମହିଳା ଥିବାବେଳେ ୨ଜଣ ପୁରୁଷ ଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ଗାଁରେ ଥିବା ମେଶ୍ବୋ ନଦୀରେ ପହଁରିବାକୁ ୬ଜଣ ଯାଇଥିଲେ । ମୃତ୍ୟୁବରଣ କରିଥିବା ପିଲାଙ୍କ ବୟସ ପାଖାପାଖି ୧୪ ରୁ ୨୧ ବର୍ଷ ମଧ୍ୟରେ ରହିଥିଲା । ସେମାନେ ସମ୍ପର୍କରେ ଭାଇ-ଭଉଣୀ ବୋଲି ସୂଚନା ମିଳୁଛି । ୨ଜଣ କନିଜର ବାସିନ୍ଦା ହୋଇଥିବାବେଳେ ଆଉ ୪ଜଣ ଅହମ୍ମଦାବାଦର ବାସିନ୍ଦା କାନିଜ ଗାଁ ବୁଲୁବାକୁ ଆସିଥିଲେ ବୋଲି ଜଣାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login