The Ultimate Managed Hosting Platform
ADVERTISEMENT

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ଜଣଙ୍କର ଚାଲିଗଲାଣି ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଚୀନର ଲିୟାଓନିଂରେ ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ଯୋଗୁଁ ୨୨ ଜଣଙ୍କ ଜୀବନ ଚାଲିଯାଇଛି । ନିଆଁ ଲାଗିବା ଯୋଗୁଁ ଅତିକମରେ ୩ ଜଣ ଆହତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ । ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ରେଷ୍ଟୁରାଣ୍ଟର ଝରକା ଏବଂ କବାଟରୁ ନିଆଁ ବାହାରୁଥିବା ଦେଖି ଅଗ୍ନିଶମ ଟିମକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭାରତରେ ଲୁଚିଛି ହାମିସ ମୁସା , ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଭାରତରେ ଲୁଚିଛି ହାମିସ ମୁସା , ସୂଚନା ଦେଲେ ମିଳିବ ୨୦ ଲକ୍ଷ

ନୂଆଦିଲ୍ଲୀ :ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ଏବେ ଉଠୁଛି ପଡୁଛି । ରକ୍ତର ନଦୀ ବୁହାଇଥିବା ଆତଙ୍କବାଦଙ୍କୁ ଖୋଜି ଖୋଜି ମାରିବା ପାଇଁ ଭାରତ ଚେଷ୍ଟା...

ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଁ ଜୋନ ଘୋଷଣା

ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଁ ଜୋନ ଘୋଷଣା

ନୂଆଦିଲ୍ଲୀ : ଭୟଭୀତ ପାକିସ୍ତାନ । ପହଲଗାମ ଆତଙ୍କୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଏବେ ଭାରତର କାର୍ୟ୍ୟାନୁଷ୍ଠାନକୁ ନେଇ ଭୟଭୀତ ରହିଛନ୍ତି ।...

ADVERTISEMENT

Login