The Ultimate Managed Hosting Platform
ADVERTISEMENT

ପହେଲଗାମ ଆକ୍ରମଣକୁ ନେଇ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ

Facebook
Twitter
LinkedIn

ଭୁବନେଶ୍ୱର : ପହେଲଗାମ ଆକ୍ରମଣକୁ ନେଇ ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ । ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି କହିଲେ । ଏହା କେବଳ ଅନୁମାନ ଲଗାଇ ପରିବାର କହିଥାଇ ପାରନ୍ତି । କୈାଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା ନୁହେଁ । ଏପଟେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହି ଘଟଣା ନେଇ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସ ଯୋଗ୍ୟ । ତାଙ୍କୁ ଲୋକମାନେ ଉପହାସ କରିବା କଥା । ଦୁଃଖର କଥା ଜଣଙ୍କର ଦୁଃଖ ବେଳେ ଆଦୌ ଉପହାସ କରିବା ଉଚିତ ନୁହେଁ । ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି ବୋଲି ଦେବୀ ମିଶ୍ର କହିଥିବା ବେଳେ ଏହିଭଳି କଥା ଆଦୌ ଶୋଭନୀୟ ନୁହେଁ ବୋଲି କହିବା ସହ ନିନ୍ଦା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login