The Ultimate Managed Hosting Platform
ADVERTISEMENT

ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ

Facebook
Twitter
LinkedIn

ନୂଆଦିଲ୍ଲୀ : ତୁର୍କୀରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୬.୦ ବୋଲି ଜଣାପଡିଛି । ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ଘରୁ ଦୌଡି ଚାଲିଆସିଥିଲେ । ଭୂକମ୍ପରେ କ୍ଷୟକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ । ଭୂକମ୍ପ ଯୋଗୁଁ ଲୋକଙ୍କୁ ବିଲିଡିଂରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।ଭୂକମ୍ପର କେନ୍ଦ୍ର ଇସ୍ତାନବୁଲର ପଶ୍ଚିମରେ ପ୍ରାୟ ୮୦ କିମି ଦୂର ସିଲିଭରି ଅଞ୍ଚଳରେ ବୋଲି ଜଣାପଡିଛି । ଏହାର ଗଭୀରତା ୧୦ କିମି । ଭୂକମ୍ପ ଯୋଗୁଁ ବାଲକୋନୀରୁ ଡେଇଁ ଜଣେ ଲୋକ ଆହତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login