The Ultimate Managed Hosting Platform
ADVERTISEMENT

ପହଲଗାମ ଆଟାକ : ଯେତେ ନିନ୍ଦା କଲେ କମ ବୋଲି କହିଲେ ମନମୋହନ

Facebook
Twitter
LinkedIn

ଭୁବନେଶ୍ୱର : ପହଲଗାମ ଆତଙ୍କୀ ହମଲାକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆତଙ୍କବାଦୀ ଆକ୍ରମଣ କୈାଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଆତଙ୍କବାଦୀଙ୍କ ଓଭଳି ବର୍ବରକାଣ୍ଡର କ୍ଷମା ନାହିଁ । କେନ୍ଦ୍ର ସରକାରଙ୍କ ସହ ଓଡିଶାର ସାଢେ ୪ କୋଟି ଓଡିଆ ଅଛନ୍ତି । ଆତଙ୍କବାଦୀଙ୍କୁ ଉଚିତ ଜବାବ ଦିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login