The Ultimate Managed Hosting Platform
ADVERTISEMENT

ବିଦ୍ୟୁତ କାଟ ହେବନି : କେଭି ସିଂହଦେଓ

Facebook
Twitter
LinkedIn

ଭୁବନେଶ୍ୱର : ବିଦ୍ୟୁତ କାଟ ନ କରିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନିଦେ୍ର୍ଦଶ ।ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ଦେଲେ ନିଦେ୍ର୍ଦଶ । ବକେୟା ବିଲ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି । କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ ପୈଠ କରିବାକୁ ପଡିବ । କାଳବୈଶାଖୀରେ ବିଦୁ୍ୟତ ସେବା ବ୍ୟାହତ ହେଉଥିଲେ ବି ସମାଧାନ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login