The Ultimate Managed Hosting Platform
ADVERTISEMENT

ମାଛ ଜାଲରେ ପଡିଲା ୮ ଫୁଟର ଅଜଗର

Facebook
Twitter
LinkedIn

ପିପିଲି : ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ରତ୍ନ ଚିରା ନଦୀରୁ ୮ ଫୁଟର ଅଜଗର ଉଦ୍ଧାର । ମାଛ ଜାଲରେ ସାପକୁ ଦେଖି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକ । ସ୍ନେକ ହେଲପ ଲାଇନ ସଦସ୍ୟ ପହଂଚି ସାପକୁ ଉଦ୍ଧାର କରିଥିଲେ । ଏପଟେ ଉଦ୍ଧାର ପରେ ଭୁବନେଶ୍ୱର ଓୟୁଟିକୁ ନେଇ ଛଡ଼ାଯିବ ବୋଲି ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login