The Ultimate Managed Hosting Platform
ADVERTISEMENT

ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା । ନବୀନ ନିବାସରେ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ । ପ୍ରତାପ ଦେବ ଓ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ମଧ୍ୟ ଅଛନ୍ତି ଉପସ୍ଥିତ । କାର୍ୟ୍ୟକାରିଣୀ ଏବଂ ସାଂଗଠନିକ ଉପରେ ଆଲୋଚନା ହେବା ନେଇ ସୂଚନା । ତେବେ ନବୀନ ନବମ ଥର ଦଳର ସଭାପତି ହେବାପରେ ବିଜେଡିର ଏହା ପ୍ରଥମ ବୈଠକ । ଦଳକୁ କିପରି ସୁଦୃଢ କରିବେ ସେନେଇ ମଧ୍ୟ ହୋଇପାରେ ଆଲୋଚନା । ବରିଷ୍ଠ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ନବୀନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login