The Ultimate Managed Hosting Platform
ADVERTISEMENT

ପେଣ୍ଟାଗ୍ରାଫ ଅଚଳ, ଅଟକିଲା ଟ୍ରେନ

Facebook
Twitter
LinkedIn

ରାୟଗଡା : ପେଣ୍ଟାଗ୍ରାଫ ଅଚଳ ଯୋଗୁଁ ଅଟକିଲା ୨ ଟ୍ରେନ । ଲେଲିଗୁମା ଷ୍ଟେସନ ନିକଟରେ ଅଟକିଲା ୨ଟି ଟ୍ରେନ । ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ଦୀର୍ଘ ସମୟ ଧରି ଅଟକି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋରରୁ ଏପରି ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମା ଠାରେ ଅଟକିଛି । ବିଦ୍ୟୁତ ଲାଇନ ସହ ଟ୍ରେନ୍ କୁ ସଂଯୋଗ କରିଥାଏ ପେଣ୍ଟୋଗ୍ରାଫ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login