ଭୁବନେଶ୍ୱର : ମହତାବ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସମ୍ବୋଧନ । ଓଡିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଭିତ୍ତିଭମି ନିର୍ମାଣ , ଜଳସେଚନ ଓ ଶିକ୍ଷା ପାଇଁ କାମ କରିଥିଲେ । କେତେ ଦିନ ବଞ୍ଚିôବ ବଡ କଥା ନୁହେଁ , କଣ କରିଛ ତାହା ବଡ କଥା । ତାହା ମହତାବଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା । ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ । ମହତାବଙ୍କ ଜୀବନୀରୁ କେବଳ ଓଡିଶା ନୁହେଁ , ଦେଶବାସୀ ପ୍ରେରଣା ପାଆନ୍ତି । କୃଷିର ବିକାଶ ହେଲେ ପ୍ରକୃତ ବିକାଶ ହୋଇପାରିବ । ଯେଉଁମାନେ ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର ଆସୁଛନ୍ତି, ଆଉ ଆସିବେନି । ଏଥିପାଇଁ ବାଜପେୟୀଙ୍କ ପ୍ରେରଣାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ପ୍ରତି ଗାଁକୁ ପକ୍କା ରାସ୍ତାରେ ଯୋଡିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ନିଜର ବ୍ୟକ୍ତିଗତ ଜୀବନ ନେଇ ମଧ୍ୟ କିଛି ରୋଚକ ତଥ୍ୟ ରଖିଲେ । ପରିବାର ଲୋକଙ୍କ ଲକ୍ଷ୍ୟ ଥିଲା ମୋତେ ଇଞ୍ଜିନିୟର କରିବାକୁ , ମୁଁ ଏମର୍ଜେନ୍ସି ବେଳେ ଆନେ୍ଦାଳନରେ ମାତି ଲକ୍ଷ୍ୟଚ୍ୟୁତ ହେଲି । ସେତେବେଳେ ଇଞ୍ଜିନିୟରିଂ ପଢିବାକୁ ଥିବା ୫୦ପ୍ରତିଶତ ମାର୍କ ରଖିପାରିଲିନି । ଏହା ପରେ ମୋର ଜୀବନର ଗତିପଥ ପୂରା ବଦଳିଗଲା ।
ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତିତ୍ୱ ନିର୍ମାଣ : ଗଡକରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











