ବ୍ୟୁରୋ : ସୁସ୍ଥ ରହିଲେ ସିନା ମଣିଷ ସବୁ କାର୍ୟ୍ୟ କରିବ । ହେଲେ ଆଜିକାଲିର ଯେଉଁ ସବୁ ସମସ୍ୟା ଉପୁଜୁଛି, ସେଥିପାଇଁ ଲୋକମାନେ ଅନେକ ରୋଗରେ ଶିକାର ମଧ୍ୟ ହେଉଛିନ୍ତି । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । କାରଣ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଦୁନିଆର କୌଣସି ଜିନିଷର କିଛି ବି ଅର୍ଥ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଜୁସ୍ ବିଷୟରେ କହିବୁ ଯାହାକୁ ପିଇଲେ ଆପଣ ସମ୍ପୁର୍ଣ୍ଣ ସୁସ୍ଥ ରହିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଜୁସର ନାମ କ’ଣ?
ଯଦି ଆପଣ ନିଜର ଓଜନ ବଢ଼ଇବାକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ କୋଟିଏ କପ୍ କଳା ଅଙ୍ଗୁର, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ଖାଆନ୍ତୁ । ପ୍ରଥମେ କଳା ଅଙ୍ଗୁରକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା’ପରେ ଗ୍ରାଇଣ୍ଡ କରି ଏକ ଜୁସ୍ ପ୍ରସ୍ତୁତ କରନ୍ତୁ । ଶେଷରେ ସେହି ଜୁସରେ ଲେମ୍ବୁ ରସ ଏବଂ ମହୁ ମିଶ୍ରଣ କରି ପିଅନ୍ତୁ । ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ଓଜନ କମ୍ ହେବାକୁ ଲାଗିବ ।
କଳା ଅଙ୍ଗୁର, ଲେମ୍ବୁ ରସ ଏବଂ ମହୁ, ଏହି ତିନୋଟି ଜିନିଷରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ଆପଣଙ୍କ ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଯଦି ଆପଣ ଆପଣଙ୍କର ବର୍ଦ୍ଧିତ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆପଣ ଆପଣଙ୍କ ଡାଏଟ୍ ଯୋଜନାରେ କଳା ଅଙ୍ଗୁର ରସକୁ ସାମିଲ କରିବା ଉଚିତ । ଆପଣ ମାତ୍ର ଗୋଟିଏ ମାସ ମଧ୍ୟରେ ଆପେ ଆପେ ସକାରାତ୍ମକ ପ୍ରଭାବ ଦେଖିବା ଆରମ୍ଭ କରିବେ ।
ଓଜନ କମ କରିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ଜୁସ

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...