ଝାରସୁଗୁଡା : ସେଖ ଆସିଫକୁ ଏନକାଉଣ୍ଟର । ବେଲପାହାଡ-ଝାରସୁଗୁଡା ରାସ୍ତାରେ ଏନକାଉଣ୍ଟର । ନାବାଳିକା ଦୁଷ୍କର୍ମ ମାମଲାରେ ଫେରାର ଥିଲା ଆସିଫ । ପୋଲିସ ଧରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା । ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଛି । ଦୁଷ୍କର୍ମ ମାମଲାରେ ଆସିଫର ସହଯୋଗୀ ଏବେବି ଫେରାର ରହିଛି । ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Views: 25