The Ultimate Managed Hosting Platform
ADVERTISEMENT

ନାୟକ ନବୀନ, ଖଳନାୟକ ବି ନବୀନ : ବାବୁ ସିଂ

Facebook
Twitter
LinkedIn

ଭୁବନେଶ୍ୱର : ନବୀନଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ । ଓଡିଶା ବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ ବାବୁ । ସମସ୍ତ ଏପିସୋଡର ନାୟକ ନବୀନ, ଖଳନାୟକ ବି ନବୀନ । ଡିରେକ୍ଟର, ପ୍ରଡ୍ୟୁସର ନିଜେ ନବୀନ, ନିଜେ ବି ଆକ୍ଟର । ନବୀନ ବାବୁଙ୍କ ନିଦେ୍ର୍ଦଶରେ ଓ ଜାଣତରେ ସବୁ କିଛି ହେଉଛି । ଯେତେବେଳେ ଦରକାର ପଡୁଛି ପାଣ୍ଡିଆନ ଗୋ ବ୍ୟାକ କରାଉଛନ୍ତି । ଆଉ କେତେବେଳେ ଦରକାର ପଡୁଛି ସପକ୍ଷରେ ବାହାର କରୁଛନ୍ତି । କେତେବେଳେ କହିବେ ମୁଁ କରିନି, ପାଣ୍ଡିଆନ କରିଦେଲା , ବାହାର କଲି । ଅତୀତରେ ବିଜୟ, ରାମକୃଷ୍ଣ, ନଳିନୀ, କମଳା, ଦିଲ୍ଲୀପଙ୍କୁ କରିଛନ୍ତି । ପ୍ୟାରୀଙ୍କୁ ମଧ୍ୟ ରାଜନୈତିକ ହତ୍ୟା କରିଛନ୍ତି । ବାବୁ ସିଂଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login