The Ultimate Managed Hosting Platform
ADVERTISEMENT

ଜୀବନ ହାରିଲେ ମହିଳା କନଷ୍ଟେବଳ

Facebook
Twitter
LinkedIn

ବାଲେଶ୍ୱର : ଜୀବନ ହାରିଲେ ମହିଳା କନେଷ୍ଟବଳ । ବାଲେଶ୍ବର ପୋଲିସ ବାରାକରେ ମହିଳା କନେଷ୍ଟବଳଙ୍କ ଜୀବନ ହାରିବା ଅଭିଯୋଗ ହୋଇଛି । ମୃତକ ଯଶୋଦା ଦାସ, ତାଙ୍କ ଘର ରେମୁଣା । ଆଜି ବାରାକରେ ତାଙ୍କ ମୃତଦେହ ଦେଖିଲା ପରେ ଅନ୍ୟାନ୍ୟ ସାଥି ଓ କର୍ମଚାରୀ ମାନେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜୀବନ ହାରିବାର କାରଣ ପ୍ରେମଜନିତ ବୋଲି ଯଶୋଦାଙ୍କ ଭାଇ ଅଭିଯୋଗ କରିଛନ୍ତି । ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ସମ୍ପର୍କ ରହିଥିଲା । ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login