କୋଲକତା : ଭିଡ ଭିତରେ ପଶିଗଲା କାର । ଲୋକଙ୍କ ଉପରେ ଚଢିଗଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାରଟି ଜଣେ ଟିଭି ସିରିଏଲର ନିଦେ୍ର୍ଦଶକ ବୋଲି ଜଣାପଡିଛି । ରବିବାର ପଶ୍ଚିମବଙ୍ଗର ରାଜଧାନୀ କୋଲକତାର ଚଳଚଞ୍ଚଳ ମାର୍କେଟରେ ବଡ ଦୁର୍ଘଟଣା ଘଟିଛି ।ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ତାଙ୍କୁ ପିଟିବାକୁ ଲାଗିଥିଲେ । ପୋଲିସ ଉକ୍ତ ଅଭିଯୁକ୍ତ ଭିକ୍ଟୋଙ୍କୁ ଗିରଫ କରିଛି ।ଜଣେ ପ୍ରତକ୍ଷ୍ୟଦର୍ଶୀଙ୍କ ମତାନୁସାରେ, ଗାଡିଟି ବିଷ୍ଣୁପୁର ରାସ୍ତାରୁ ଆସୁଥିବାବେଳେ କାରରେ ଥିବା ଜଣେ ଯାତ୍ରୀଙ୍କୁ ଧରିଥିଲେ ।ଧାରାବାହିକର ସଫଳତା ପାଳନରେ ପାର୍ଟି ଆୟୋଜିତ ହୋଇଥିଲା ଯାହାର ଖବର ଶୁଣିବାକୁ ମିଳୁଛି । ପାଖାପାଖି ପ୍ରାୟ ୨ଟା ରାତିରେ ପାର୍ଟି ସରିଥିଲା । ପାର୍ଟି ପରେ ସିଦ୍ଧାନ୍ତ ଦାସ ଏବଂ ଶ୍ରେୟା ବସୁ ବାରକୁ ଯାଇଥିଲେ । ସେଠାରୁ ପୁଣି ମଦ୍ୟପାନ କରି ରାତି ସାରା ରାସ୍ତାରେ ବୁଲିବାକୁ ଲାଗିଥିଲେ । ଅତ୍ୟଧିକ ନିଶା କାରଣରୁ ବୁଲି ବୁଲି ଦିନ ହେବା ଫଳରେ ଠାକୁରପୁକୁର ବଜାରରେ ପଶିଥିଲେ । ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଧକ୍କା ଦେଇଥିଲେ ।ଘଟଣାସ୍ଥଳରେ ପହଞ୍ଚି ପୋଲିସ ଭିଡ ହଟାଇବା ପାଇଁ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା । ଆଇନଗତ ଭାବେ ଏହାର କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି ମଧ୍ୟ କହିଛି ପୋଲିସ ।
ଲୋକଙ୍କ ଉପରେ କାର ଚଢାଇ ଦେଲେ ଟିଭି ସିରିଏଲ ନିଦେ୍ର୍ଦଶକ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







