The Ultimate Managed Hosting Platform
ADVERTISEMENT

ନବୀନ ସାମ୍ନାକୁ ଆସନ୍ତୁ -ପ୍ରଫୁଲ୍ଲ ଘଡେଇ

Facebook
Twitter
LinkedIn

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇଙ୍କ ବିସ୍ଫୋରକ ବୟାନ । ୱକଫ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା , କିଏ ବଦଳାଇଲା । ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର । ଏହି ଘଟଣାକୁ ନେଇ ବିଜେଡି ବ୍ୟାକ ଫୁଟକୁ ଗଲା । ଦଳରେ ଦ୍ୱନ୍ଦ ଦୂର ହେବା ଦରକାର , ବାଦଲ ଦୂର ହେବା ଦରକାର । ପ୍ରକୃତ କଥା କଣ ନବୀନ କହିପାରିବେ । ନବୀନ ସବୁ ଜାଣନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login