The Ultimate Managed Hosting Platform
ADVERTISEMENT

ଶିକାରୀ ଭାବି ସାଙ୍ଗକୁ ଗୁଳି କଲା ସାଙ୍ଗ !

Facebook
Twitter
LinkedIn

ଢେଙ୍କାନାଳ : ଶିକାରୀ ଭାବି ସାଙ୍ଗକୁ ଗୁଳି କଲା ସାଙ୍ଗ । ରାସୋଳ ଥାନା ମାନପୁର ଗାଁରେ ଶିକାରୀ ଗୁଳିରେ ଶିକାରୀ ମୃତ । ଘଟଣାରେ ୪ ଜଣଙ୍କୁ ଗିରଫ କଲା ରାସୋଳ ଥାନା ପୋଲିସ । ବାରହା ଶିକାର କରିବାକୁ ୪ ଜଣ ସାଙ୍ଗ ହୋଇ ଯାଇଥିଲେ । ମୃତକ ବାବୁଲା ନାଏକ । ଖବର ପାଇ ରାସୋଳ ପୋଲିସ ମୃତଦେହ ଜବତ କରିବା ସହିତ ଶିକାର କରିବାକୁ ଯାଇଥିବା ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login