The Ultimate Managed Hosting Platform
ADVERTISEMENT

ଲୋକଙ୍କୁ ପାଗଳ କରିଛି ଘିବଲି ଇମେଜ, କମ୍ପାନୀ ସିଇଓଙ୍କର ନିଦ ହଜେଇ ଦେଇଛି

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକଙ୍କୁ ପାଗଳ କରିଛି ଘିବଲି ଇମେଜ । ଓପନ AIର ChatGPT ଏକ ନୂଆ ଟୁଲ ଲଞ୍ଚ କରି ଇଣ୍ଟରନେଟ ଦୁନିଆରେ ଝଡ଼ ସୃଷ୍ଟି କରିଛି, ଯାହା ଏବେ କମ୍ପାନୀର ରାତିର ନିଦ ହଜାଇ ଦେଇଛି। ଏହା ହେଉଛି ଷ୍ଟୁଡିଓ ଘିବଲି ବା ଘିବଲି ଇମେଜ୍ । ଏହି ଫଟୋ ଏବେ ଲୋକମାନଙ୍କୁ ପାଗଳ କରିଦେଇଛି। ଏହାକୁ ବ୍ୟବହାର କରୁଥିବା ଲୋକଙ୍କର ସଂଖ୍ୟା ଏତେ ବଢ଼ି ଯାଇଛି ଯେ Open AIର ସର୍ଭରରେ ଲୋଡ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, କମ୍ପାନୀର ସିଇଓଙ୍କୁ ନିଜେ ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କରିବାକୁ ପଡିଛି । ସିଇଓ କହିଛନ୍ତି ଯେ, ଦୟାକରି ଆମ ଟିମକୁ ଆରାମ କରିବାକୁ ଦିଅନ୍ତୁ । କମ୍ପାନୀର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଢ ରେ ଅପିଲ୍ କରିଛନ୍ତି, ‘ଆପଣମାନେ ଦୟାକରି ଟିକିଏ ଅପେକ୍ଷା କରିପାରିବେ, ଆମ ଦଳର ସଦସ୍ୟମାନେ ଶୋଇବାକୁ ଚାହୁଁଛନ୍ତି।’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login